ମନ୍ଦିର ପ୍ରଶାସନର ଅବହେଳାରୁ ଭାଙ୍ଗିଯାଇପାରେ ଲିଙ୍ଗରାଜଙ୍କ ସିଂହଦ୍ବାର ମୁଖ୍ୟ କବାଟ

ପୁରୁଣା ଭୁବନେଶ୍ବର : ଏକାମ୍ର ପ୍ରକଳ୍ପ ଯୋଜନା କାର୍ଯ୍ୟକ୍ରମ ଜୋର୍‌ଦାର୍‌ ଚାଲିଛି। ମନ୍ଦିର ଚତୁଃପାର୍ଶ୍ବକୁ ସୁନ୍ଦର କରିବା ପାଇଁ ଉଚ୍ଛେଦ କାମ ପୁଣି ଆରମ୍ଭ ହୋଇଛି। କିନ୍ତୁ ମନ୍ଦିରର ସମସ୍ୟା ସମାଧାନ ହୋଇପାରୁନାହିଁ। ପୂର୍ବରୁ ମୁଖ୍ୟ ମନ୍ଦିରରୁ ପାଣି ଗଳିବା ଓ ଆର୍ଥିଂ ନ ଥିବା ସମସ୍ୟା ଥିଲା। ଏବେ ଆଉ ଏକ ସମସ୍ୟା ଦେଖା ଦେଇଛି। ସିଂହଦ୍ବାର ମୁଖ୍ୟ ଦୁଇ କବାଟରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଫାଟ … Continue reading ମନ୍ଦିର ପ୍ରଶାସନର ଅବହେଳାରୁ ଭାଙ୍ଗିଯାଇପାରେ ଲିଙ୍ଗରାଜଙ୍କ ସିଂହଦ୍ବାର ମୁଖ୍ୟ କବାଟ